STORYMIRROR
ପାରି...
ପାରି ମୁଁ ହେଉଛି...
ପାରି ମୁଁ...
“
ପାରି ମୁଁ ହେଉଛି ନାଆରେ ବସିଛି
ଥଳ କୂଳ ପାଉ ନାହିଁ
ମୋ ପ୍ରିୟା ଡାକୁଛି ପ୍ରେମ ସେ ଯାଚିଛି
ନୀଳ ଦରିଆ ହସଇ
ତାର ଜଳ ରାଶି ଲହଡି ଭାଙ୍ଗଇ
ଅଟ୍ଟହାସ୍ୟ ସେ କରୁଛି
ହୁଅ ନାହିଁ ଖୁସି ହେ ମଣିଷ ବାଈ
ଦେଖ ତୋ ନାବ ଡୁବୁଛି
”
42
More oriya quote from Manash ranjan Pattanayak
Similar oriya quote from Romance
Download StoryMirror App