STORYMIRROR
ମନୁଷ୍ୟ ଜୀବନ...
ମନୁଷ୍ୟ ଜୀବନ...
ମନୁଷ୍ୟ ଜୀବନ...
“
ମନୁଷ୍ୟ ଜୀବନ କାଳଚକ୍ରେ ବନ୍ଧା
ଅଟଇ ମାଟିର ପିଣ୍ଡ
କେତେବେଳେ ଆସି ଯମ ନାଶିଦେବ
ମିଳିଣ କଠିନ ଦଣ୍ଡ ।
ଜନମି ମର୍ତ୍ତରେ ସୁକାର୍ଯ୍ଯ କରିଲେ
ପାଇବ କେତେ ସମ୍ମାନ
ଅନ୍ୟର ଦୁଃଖରେ ଦୁଃଖିତ ନ ହେଲେ
ସିଏ ପଶୁଠାରୁ ହୀନ । ।
ଭାଗ୍ୟବନ୍ତ ମହାଲିଙ୍ଗ
ମୋ_8917248391
”
114
More oriya quote from Bhagyabanta Mahaling
Similar oriya quote from Abstract
Download StoryMirror App