STORYMIRROR
କାହିଁ...
କାହିଁ ପାଇଁ ଏତେ...
କାହିଁ ପାଇଁ...
“
କାହିଁ ପାଇଁ ଏତେ ମନେ ଅହଙ୍କାର
କିବା ଏଠି ଭାବୁ ତୋର।
ପିଣ୍ଡୁ ଯେବେ ପ୍ରାଣ ଛାଡିଯାଏ ବନ୍ଧୁ
ଦୁନିଆଟା ହୁଏ ପର।
ଆଉ କିବା ଅଟେ ଛାର...୨
କି ଧନ କି ପୁତ୍ର ଜୀବନ ନଥିଲେ
ଶରୀର ହୁଏ ବେକାର।
...ଚିନ୍ମୟୀ ସାହୁ।
”
162
More oriya quote from Chinmayee Sahoo
Similar oriya quote from Abstract
Download StoryMirror App