STORYMIRROR
ଜୀବନ ଗୀତାର...
ଜୀବନ ଗୀତାର...
ଜୀବନ ଗୀତାର...
“
ଜୀବନ ଗୀତାର ଚାରିଟି ଅଧ୍ୟାୟ ,
ସ୍ନେହ ମମତାର ପଂକ୍ତି..
ବିଶ୍ୱାସ ସେତୁରେ ପ୍ରୀତିର ପ୍ରସ୍ତର,
ବନ୍ଧନର ସ୍ୱୀକୃତି..
ପରିବାର --"ଏ ଯେ ପ୍ରେମ ଆଉ ପ୍ରେରଣାର
ପବିତ୍ର ଅନୁଭୂତି ":::
”
92
More oriya quote from Ranjan kumar Mohanty
Similar oriya quote from Abstract
Download StoryMirror App