STORYMIRROR
ଈଶ୍ବର...
ଈଶ୍ବର...
ଈଶ୍ବର...
“
ଈଶ୍ବର :୭
--------------
ଈଶ୍ବର ବୋଲି ବିଶ୍ବରେ ଆଜି
ଦେଖେ ମୁଁ ଶୂନ୍ୟତା ଖାଲି ,
ଈଶ୍ବର ଅଛିକି ହୃଦୟ କନ୍ଦରେ
ଚପଳ ଓଠର ନିଷ୍ପାପ ହସରେ
ଦୁନିଆଁରେ ଯହିଁ ମଣିଷ ପଣିଆ ପଲକରେ ଯାଏ ଜଳି !
”
79
More oriya quote from Kailash Chandra Sahani
Similar oriya quote from Abstract
Download StoryMirror App