STORYMIRROR
ଗଛ ଟି...
ଗଛ ଟି ଏ ମୁଁ ଗଛ...
ଗଛ ଟି ଏ ମୁଁ...
“
ଗଛ ଟି ଏ ମୁଁ ଗଛ ଟିଏ
ସଦା ସର୍ବଦା ମୁଁ
ମଣିଷ ସେବାରେ ଥାଏ ।
ନିଜେ ବିଷ ପିଇ ଦିଏ ଶୁଦ୍ଧ ପବନ
ରଖିଥାଏ ମୁଁ ସଭିଙ୍କ ଜୀବନ।
ସହି ଥାଏ ମୁଁ ଖରା କାକର
ଝଡ ବତାସ କୁ ନଥାଏ ଡର ।
କେହି ବୁଝେନା ମୋ ଦୁଃଖ କାହାଣୀ
ନିଜ ସ୍ୱାର୍ଥ ପାଇଁ ଦିଏଟି ହାଣି .....
”
95
More oriya quote from Sasmita Das
Similar oriya quote from Abstract
Download StoryMirror App