STORYMIRROR

ଗଛ ଟି ଏ ମୁଁ...

ଗଛ ଟି ଏ ମୁଁ ଗଛ ଟିଏ ସଦା ସର୍ବଦା ମୁଁ ମଣିଷ ସେବାରେ ଥାଏ । ନିଜେ ବିଷ ପିଇ ଦିଏ ଶୁଦ୍ଧ ପବନ ରଖିଥାଏ ମୁଁ ସଭିଙ୍କ ଜୀବନ। ସହି ଥାଏ ମୁଁ ଖରା କାକର ଝଡ ବତାସ କୁ ନଥାଏ ଡର । କେହି ବୁଝେନା ମୋ ଦୁଃଖ କାହାଣୀ ନିଜ ସ୍ୱାର୍ଥ ପାଇଁ ଦିଏଟି ହାଣି .....

By Sasmita Das
 95


More oriya quote from Sasmita Das
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments

Similar oriya quote from Abstract