STORYMIRROR

ଦୀନବନ୍ଧୁପରି...

ଦୀନବନ୍ଧୁପରି ବନ୍ଧୁଟିଏ ଥିଲେ ବିପଦେ ଆପଦେ କାହାକୁ ଡର.. ଜଗବନ୍ଧୁ ପରି ବନ୍ଧୁଟିଏ କାହିଁ ଦୂତ ହୋଇଯିବ ହସ୍ତୀନାପୁର... ଗଜଉଦ୍ଧାରଣ ଦ୍ରୌପଦୀ ତାରଣ ସଂସାରେ ଆଉ କା ନାମ ହେବକି.. ବନ୍ଧୁପଣେ ପୁଣି ବନ୍ଧୁମହାନ୍ତିଙ୍କୁ ଭୋଗଥାଳି କିଏ ଯାଚି ଦବ ki... ଜଗବନ୍ଧୁ ତୁମପରି କିଏ ହେବକି???

By Ranjan kumar Mohanty
 99


More oriya quote from Ranjan kumar Mohanty
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract