STORYMIRROR
ଧୀମ...
ଧୀମ ହିମ ମିଶା ଗରମ...
ଧୀମ ହିମ...
“
ଧୀମ ହିମ ମିଶା ଗରମ ଛୁଆଁରେ..
ଥରାଇ ଓଷ୍ଠ ଶୀତଳ ସ୍ପର୍ଶରେ..
ଶିହରାଇ ଆଗମନ ବାର୍ତ୍ତା ଦିଏ..
ହେମ ନିଜ ସଜ ମାଦକ ଧୁଆଁରେ..
@ମଧୁ..
୧/୧୧/୨୦୧୯
”
89
More oriya quote from Madhumita Mishra
Similar oriya quote from Abstract
Download StoryMirror App