STORYMIRROR

ଚୋରେଇ ନେଇକି...

ଚୋରେଇ ନେଇକି ହୃଦୟ ତୁମର ହେଉଛି ମୁଁ ଛଟପଟ... ଗୋଟିଏ ଦେହରେ ଦୁଇଟି ହୃଦୟ ଦେଉଅଛି ବଡ଼ କଷ୍ଟ ହସେ ସିନା ତୁମ ଓଠ ମୋତେ ଲାଗେ କଂଟକଂଟ... । ମୋ ହୃଦୟ ପକ୍ଷୀ ତୁମକୁ ଖୋଜୁଛି ବସିବ ତୁମ ସହ ମିତ... ଯଦି ପାର ତୁମେ ବସା ଟିଏ ଦିଅ ହସ ହେଉ ସମ ବାଣ୍ଟ....।

By Jesu christ Muduli
 224


More oriya quote from Jesu christ Muduli
6 Likes   0 Comments
12 Likes   1 Comments
6 Likes   0 Comments
8 Likes   3 Comments
6 Likes   0 Comments

Similar oriya quote from Romance