STORYMIRROR
ହେ...
ହେ ଗଣେଶ ପ୍ରଭୁ...
ହେ ଗଣେଶ...
“
ହେ ଗଣେଶ ପ୍ରଭୁ ଗଜାନନ
ଗୌରୀ ର ଧନ
ତୁମେ ଗିରିଜା ନନ୍ଦନ
ମୂଷିକ ବାହନ
ବିଧି ନିଧି ସିଦ୍ଧି ପ୍ରାଣ
ପୁଣି ସୂର୍ଯ୍ୟ କୋଟି ସମ
ହସ୍ତୀ ବଦନ
ହେ ବିଘ୍ନ ବିନାଶନ,
ହେଉ ମର୍ତ୍ତ୍ୟ ଆଗମନ
ଆମ୍ଭେ କରୁଛୁ ପୂଜନ
ପଶୁଛୁ ଶରଣ ପ୍ରଭୁ
ଦିଅ ବିଦ୍ୟା ବୁଦ୍ଧି
ଆଉ ଜ୍ଞାନ
କର ବିଘ୍ନ ବିନାଶନ...।।।।
”
374
More oriya quote from Jesu christ Muduli
Download StoryMirror App