STORYMIRROR

ମଦ ଦୋକାନୀ...

“ ମଦ ଦୋକାନୀ କୁ ଦେଇ ପୁରସ୍କାର ମଦୁଆ ଙ୍କୁ ଏଠି ଜୁଲମ..... ରାସ୍ତା ଖାଲ ଢିପ ଆଖିକି ଦିଶୁନି ହେଲେ ରାସ୍ତା ପାଇଁ କଢ଼ା ନିୟମ.....। ଆହୁରି ନିୟମ କଢ଼ା କଢ଼ି ହେଉ ଦୁର୍ଘଟଣା ହେଉ ଲଗାମ... ହେଲେ ଏ ନିୟମ ସବୁ ଆଡେ ଲାଗୁ ଖାଲି ଅଟୋ ପିଠିରେ କିମ୍ପାଇ ପାଞ୍ଚଣ....। ଆମ ନିବେଦନ ଘେନ ପ୍ରଶାସନ ନିୟମ ତ କର ଦେଖି ଇନିକମ ନହେଲେ ଧନୀ କାର ଟି ଖସି ଚାଲିଯିବା ଅଟୋ ଅଟା ଖାଇ ହଗେ ଗହମ...।।।। ”

By Jesu christ Muduli
 428


More oriya quote from Jesu christ Muduli
6 Likes   0 Comments
12 Likes   1 Comments
6 Likes   0 Comments
8 Likes   3 Comments
6 Likes   0 Comments

Similar oriya quote from Action