STORYMIRROR
ଭୟ ଯଦି କର...
ଭୟ ଯଦି କର...
ଭୟ ଯଦି କର...
“
ଭୟ ଯଦି କର ଈଶ୍ୱରଙ୍କୁ କର
ଚୋର ତସ୍କରଙ୍କୁ କିଅବା ଭୟ
ଅମୂଲ୍ୟ ଜୀବନ ଅଟେ ତାଙ୍କ ଦାନ
ତାଙ୍କ ପଦେ ଦିନେ ହେବ ବିଲୟ
ଭୟରୁ ଭକ୍ତି ଉଦୟ
ସେତ ସଂଗ୍ରାମ ଶକ୍ତିର ସଂଚୟ !!
”
82
More oriya quote from Ranjan kumar Mohanty
Similar oriya quote from Abstract
Download StoryMirror App