STORYMIRROR

ବଦଳୁଛି...

ବଦଳୁଛି ଜୀବନର ରଙ୍ଗ ବଦଳୁଛି ଋତୁ ବଦଳୁଛି ପରିସ୍ଥିତି ଯଦି ସବୁକିଛି ବଦଳିବାରେ ଲାଗିଛି । ତେବେ ପରମ୍ପରା ଆଉ ଲୋକାଚାରକୁ ଜାବୁଡ଼ି ଧରିବାକୁ ଇଏ କି ବିଚାର ଚାଲିଛି ।।

By Hrusikesh Moharana
 89


More oriya quote from Hrusikesh Moharana
0 Likes   0 Comments
1 Likes   0 Comments

Similar oriya quote from Abstract