STORYMIRROR
ବଦଳିଛି ବେଳ...
ବଦଳିଛି ବେଳ...
ବଦଳିଛି ବେଳ...
“
ବଦଳିଛି ବେଳ କାଳ,
ଏଠି ମୋବାଇଲ୍ ହେଲା କାଳ।
ଘର ର ଏକତାକଲା ନଷ୍ଟ ସିନା,
ମୋବାଇଲରେ ସବୁ ଖେଳନ୍ତି ଖେଳ।
କା ସାଥେ କାହାର ନାହିଁ ତ ମେଳ।
ଲୁଡୁ ଛକିଶୂନ, ଶୂନ ହୋଇଗଲା,
ଦେଖ ବଦଳିଛି ବେଳକାଳ।
”
168
More oriya quote from Chinmayee Sahoo
Similar oriya quote from Abstract
Download StoryMirror App