STORYMIRROR

ବାପ ତାର...

ବାପ ତାର ମୁଣ୍ଡ ଝାଳ ତୁଣ୍ଡରେ ମାରି ବିରାଟ ଆଶା ରଖି ପିଲାକୁ ସହରକୁ ପାଠପଢା ପାଇଁ ଛାଡ଼ି ମନେ ମନେ ସ୍ୱପ୍ନ ଦେଖୁଛି ତାକୁ ଭଲ ମଣିଷ ଟିଏ କରିବ, କିନ୍ତୁ ପିଲା ତାର ପ୍ରତିଫଳ ରେ କ'ଣ ଦେଉଛି? ତାହା ସମସ୍ତେ ଜାଣନ୍ତି। **ଡ଼ି-୧୭** ✍ ତା: ୩୧.୦୮.୨୦୧୯

By Debabrata Mishra
 95


More oriya quote from Debabrata Mishra
134 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments

Similar oriya quote from Abstract