STORYMIRROR
ଆଖିରେ...
ଆଖିରେ ନିଆଁ,ଲୁହରେ...
ଆଖିରେ...
“
ଆଖିରେ ନିଆଁ,ଲୁହରେ ଅନୁତାପ
ଓଠରେ ପ୍ରେମ ଆଉ ବିରହର ଚ୍ଛାନ୍ଦ
ଟିକେ ହସରେ ନର୍କଠୁ ସ୍ବର୍ଗଯାଏଁ ବାଟ,
ଜୀବନରେ ଏମିତିକା କେତେକଥା ଘଟିଯାଏ
ଲାଗେ ଜୀବନଟା ଗୋଟେ ସିନେମା।
-ରଶ୍ମି ରଞ୍ଜନ ସାହୁ
”
36
More oriya quote from Rashmi Ranjan Sahoo
Similar oriya quote from Abstract
Download StoryMirror App