STORYMIRROR
ଆଜି ଆଲିଙ୍ଗନ...
ଆଜି ଆଲିଙ୍ଗନ...
ଆଜି ଆଲିଙ୍ଗନ...
“
ଆଜି ଆଲିଙ୍ଗନ ଦିବସେ
ମନେପଡେ ମୋ ବୋଉ ଯିଏ
ଏଦୁନିଆ ଆସିବା ପରେ
ମୋତେ ପ୍ରଥମେ କରିଥିଲା ଆଲିଙ୍ଗନ
ଯାହାର ଉଷ୍ମତା ଆଜି ବି
ବିମୋହିତ କରେ ମୋତେ
ଇଛା ହୁଏ ଆଉଥରେ ଜନ୍ମ ହୋଇ
ତା କୋଳେ ପଡନ୍ତି ଶୋଇ ...
”
104
More oriya quote from Sasmita Das
Similar oriya quote from Abstract
Download StoryMirror App