କୁଆଁର ପୁନେଇଁ ଜହ୍ନ ଲୋ କୁଆଁର ପୁନେଇଁ ଜହ୍ନ ଲୋ
ରଜ ରଜ
ଚାଷୀ ଭାଇ ଯାଏ ଗହୀର ବିଲକୁ କାଳିଆ କଷରା ନେଇ, ମନ ହରଷରେ ବିହନ ପକାଏ କେତେ ବାଗେ ଗୀତ ଗାଇ ଚାଷୀ ଭାଇ ଯାଏ ଗହୀର ବିଲକୁ କାଳିଆ କଷରା ନେଇ, ମନ ହରଷରେ ବିହନ ପକାଏ କେତେ ବାଗେ ଗୀତ ଗାଇ
ଆଲୋ ଖେଳିବା ଖେଳ ମୋବାଇଲ ଧରି ପଢିବା ପାଠଲୋ କରୋନା କରିଛି କାଳ। ଆଲୋ ଖେଳିବା ଖେଳ ମୋବାଇଲ ଧରି ପଢିବା ପାଠଲୋ କରୋନା କରିଛି କାଳ।