STORYMIRROR

ଛୁଆ ଅଯୋଗ୍ୟ ଭଲଚିଜ ଦେଉ ନ ଦେଉ ଚିନ୍ତା ନାହିଁ ଭୋକରେ ଥିଲେ ଗାଥା କବିତା ଶୁଣୁ ପଢୁ କହୁ ମୋ ସଫଳତାରେ ତୁ ବେଶି ଖୁସି ସଫଳତା ପାଇଁ ଲହୁ ଲୁହ ଏକାକାର କରୁ ପିଦେପାଦେ ଆଶିଷ ଦେଉ ଢାଳି ମାଆ ଓଡ଼ିଆ ସାହିତ୍ୟ ମହୋତ୍ସବ ( ଦ୍ଵିତୀୟ ସଂସ୍କରଣ ) ପୂଣ୍ୟ ଦେବାଳୟ ସ୍ନେହ ର ଅଶୁଖା ନଈ ଜିତିବାକୁ ସାହସ ଦେଉ

Oriya ଦେଉ Poems