STORYMIRROR

ଚନ୍ଦ୍ରମା କିଆଁ ଫିକା ଫିକା ଦିଶେ ବାଦଲ ହଟି ଯାଏ ଅଳ୍ପ ଦିଶେ ଏକାଠି ରହିବା ତାଠାରୁ ଶିଖ ଟିକି ଟିକି ତାରା ସୁନ୍ଦର ଦିଶେ ଆଶ୍ଚର୍ଯ୍ୟଚକିତ କରେ ସୁନ୍ଦରତା ନିଦ ଚୋରିକରେ ହଜାରେ ସପନ ନଜର ଖୋଜଇ ନିଜର ନିଜର ସୁନ୍ଦରୀ ଝିଅ ଦିଶେ ଆହୁରି ସୁନ୍ଦର ପାଟିରେ ଜାକିଛି ବିଡିଆ ପାନ ସେ ଓଠ ଦିଶେ ନାଲି ନାଲି କଉଡି ଖେଳର ଗୋଳ ଶୁଭେ କାହିଁ କିଏ ଖେଳେ ଲୁଡୁପାଲି ।

Oriya ଦିଶେ Poems