STORYMIRROR

ଆତ୍ମା ତନୁଛାଡ଼ି ଯେତେ ଦୂରେ ଜାରି ହୋଇଛି ଫର୍ମାନ ସୂର୍ଯ୍ୟର ବାହାରକୁ ଗଲେ ଗିରଫ ହେବ ଅଂଶୁଘାତ ହାତରେ ହାତ ମୁହଁ ସଫା ରଖିବା ବାହାରକୁ ଗଲେ ମାସ୍କ ପିନ୍ଧିବା କାମ ନଥିଲେ ଘରେ ରହିବା ମଶା ମାଛିଙ୍କର ବସା ଭାଙ୍ଗିବା ଖାଇବା ଆଗରୂ ଧୋଇବା ହାତ ବାହାରକୁ ଗଲେ ମାକ୍ସ ପିନ୍ଧିଥିବା

Oriya ଗଲେ Poems