ମୋ ଅବଚେତନ ମନର- ଅସଜଡା ମୁହୂର୍ତ୍ତରେ ବାରମ୍ବାର ତୁମେ ଉଂକିମାର, ମୋ ଅବଚେତନ ମନର- ଅସଜଡା ମୁହୂର୍ତ୍ତରେ ବାରମ୍ବାର ତୁମେ ଉଂକିମାର,
ଯୁଗଳମୂର୍ତ୍ତି ଦର୍ଶନେ ଯୁଗଳମୂର୍ତ୍ତି ଦର୍ଶନେ
ଗଢିବାରେ ବିହି ଊଣା ତ କରିନି ତୋର ରୂପ ତୋର ଅଂଗ, ସପନେ ତୋ ଛବି ଆଙ୍କୁଆଙ୍କୁ ମୋର ସରିଯାଏ ସବୁ ରଂଗ । ଗଢିବାରେ ବିହି ଊଣା ତ କରିନି ତୋର ରୂପ ତୋର ଅଂଗ, ସପନେ ତୋ ଛବି ଆଙ୍କୁଆଙ୍କୁ ମୋର ସର...
ରାତି ହଜାଏ ନିଦ ନିଦ ହଜିଲେ, ସତରେ.. ତୁମେ ମନେପଡ ଖୁବ୍ ବେଶୀ.. ରାତି ହଜାଏ ନିଦ ନିଦ ହଜିଲେ, ସତରେ.. ତୁମେ ମନେପଡ ଖୁବ୍ ବେଶୀ..
ତୁନି ଚାଲିଯା'ତୁ ଘରକୁ ତୋହର ଅପେକ୍ଷା କରେ କାଳକୁ, ତୁନି ଚାଲିଯା'ତୁ ଘରକୁ ତୋହର ଅପେକ୍ଷା କରେ କାଳକୁ,
ସାଗର ଜଳ କି ଆୟତ୍ତେ ରହିବ, ଥାଉ ନା ଗଭା ଖୋଷ ନାହିଁ ତୁମେ, ସାଗର ଜଳ କି ଆୟତ୍ତେ ରହିବ, ଥାଉ ନା ଗଭା ଖୋଷ ନାହିଁ ତୁମେ,