ସୀମାରେଖା ଅନୁବନ୍ଧିତ ସିନ୍ଧୁ ପ୍ରତିମା ଯୋଗ ଜନ୍ମା ପାର୍ଥିବ 'ଶୂନ୍ୟ' କିଛି ନ ଥିବାର ପରିଭାଷା ନୁହେଁ । ଶୂନ୍ୟ ହିଁ ପରିପୂର୍ଣ ସେହି ପୂର୍ଣତାକୁ ଦୃଷ୍ଟି ନୁହେଁ ଅନ୍ତର୍ଦୃଷ୍ଟି ର ଆବଷ୍ୟକ ।

Oriya ଅନ୍ତର୍ଦୃଷ୍ଟି Poems