Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Dash

Others

3  

Ranjan Kumar Dash

Others

ଉତ୍କଳ

ଉତ୍କଳ

1 min
128



ଆମ ଏ ଉତ୍କଳ ଅତୀତରେ ବଡ଼ ଥିଲା କେତେ ଅଞ୍ଚଳର

ଖଣ୍ଡ ବିଖଣ୍ଡିତ ଶରୀର ତାହାର ତଥାପି ନଇଁନି ଶୀର ।


ଅଙ୍ଗ,ବଙ୍ଗ ଆଉ କଳିଙ୍ଗ ନାମରେ ହେଲା ସେତ ଭାଗଭାଗ 

ଧନଲୋଭେ କରେ ଆକ୍ରମଣ ଦେଖାଇ ତା ପରାଭବ ।


ଉତ୍କଳ ଗୌରବ, ଉତ୍କଳ ମଣି କରିଲେ କଳିଙ୍ଗ ଚିନ୍ତା

ସେହି ଚିନ୍ତନରେ ଗୋରାବେପାରିଙ୍କ ଭାଙ୍ଗିଯାଇଥିଲା ଅଣ୍ଟା ।


ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଢିଲେ କେତେଯେ ମହାପୁରୁଷ

ଗରବେ ଛାତିକୁ ଫୁଲାଇ ଚାଲୁଛି ସଭିଙ୍କ ମୁହଁରେ ହସ।



Rate this content
Log in