Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Dash

Others

3  

Ranjan Kumar Dash

Others

ତ୍ରିରଙ୍ଗା

ତ୍ରିରଙ୍ଗା

1 min
182



ଦେଶରେ ଉଡୁଛି ଚକ୍ରଧ୍ୱଜ ଆଜି

ଭାରତମାତା ଯେ ହସୁଛି

ଅମୃତ ମହୋତ୍ସବ ସାରାଦେଶ

ଗର୍ବରେ ପାଳନ କରୁଛି

ଯାଇଛି ସେକାଳ ଅତୀତ ହୋଇଛି 

ନୂଆବେଳା ଆଜି ଆସିଛିରେ

ପଞ୍ଚସ୍ତରୀ ତମ ସ୍ୱାଧୀନତା ସ୍ୱାଦ

ପାଳୁଅଛେ ଆମେ ସେ ଖୁସିରେ

ଗୋରା ବେପାରୀଙ୍କ ଇଂରେଜ ଶାସନ

ଆଜିତ ଦୂରେଇ ଯାଇଛି

ପରାଧୀନ ତାର ଦୁଃଖ ରୁ

ଭାରତ ସ୍ୱାଧୀନତା ମଜା ନେଉଛି

ଘରେଘରେ ଆଜି ଉଡୁଅଛି

ଧ୍ୱଜା ମାତୃଭୂମି ଆଜି ଗର୍ବିତ

ଶାନ୍ତି,ମୈତ୍ରୀ,ପ୍ରିତୀ ମହାନତା

ବାର୍ତ୍ତା ଦେଖି ବିଶ୍ୱ ଆଜି ଚକିତ

ପ୍ରକମ୍ପିତ ହୁଏ ଜୟଜୟ

ଧ୍ୱନି ତ୍ରିରଙ୍ଗା ଉଡ଼ଇ ଫରଫର

ଭାଇ ଭଉଣୀଏ ହୋଇଲେ ଏକାଠି ଶତ୍ରୁ ହୋଇଯିବେ ଏଠୁ ଦୂର ।


 


Rate this content
Log in