STORYMIRROR

prasanta das

Others

3  

prasanta das

Others

ତୁମେ ଯଦି ନଥାନ୍ତ

ତୁମେ ଯଦି ନଥାନ୍ତ

1 min
147

ତୁମେ ଯଦି ନଥାନ୍ତ...

କେମିତି ବା ଲେଖିଥାନ୍ତି

     ମହ୍ଲାର କବିତା

କେମିତି ବା ଆଙ୍କିଥାନ୍ତି 

     ରକ୍ତିମ ସବିତା

କେମିତି ବା ମଜ୍ଜିଥାନ୍ତି 

    କୋଇଲି କୁହୁରେ

କେମିତି ବା ଭିଜିଥାନ୍ତି 

    ଶ୍ରାବଣୀ ବର୍ଷାରେ

ଆଉ...

  ଇନ୍ଦ୍ରଧନୁ ରଙ୍ଗ ଦେଖି

   କେମିତି ବା ବିଭୋର ହୁଅନ୍ତି

       ମେଘୁଆ ଖରାରେ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍