STORYMIRROR

prasanta das

Others

3  

prasanta das

Others

ହୃଦୟ

ହୃଦୟ

1 min
161

ହୃଦୟଟା ନୁହେଁ

    କାଠର ସିନ୍ଦୁକ

      ଚିନ୍ତା ଯେତେ ଭରିବାକୁ

ଫୁଲର ଚାଙ୍ଗୁଡି

     ହୃଦୟଟା ପରା

       ହସଫୁଲ ରଖିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍