STORYMIRROR

Gyanaranjan Bastia

Others

3  

Gyanaranjan Bastia

Others

ସ୍ମୃତି ସେ ମୋ ସ୍ମୃତି

ସ୍ମୃତି ସେ ମୋ ସ୍ମୃତି

1 min
272

ସ୍ମୃତି ସେତ ପାହାନ୍ତି ଅନ୍ଧାର ରାତି

ସ୍ମୃତି ସେତ ଅଭୁଲା ମନର ଗୀତି।

ସ୍ମୃତି ସେତ ଅତୀତ ପ୍ରେମର ତାତି

ସ୍ମୃତି ପୁଣି ବର୍ତ୍ତମାନ ପ୍ରେମ କୀର୍ତ୍ତି।

ସ୍ମୃତି କେବେ ପ୍ରେମିକା ଆଖିର ଭୟ ଆଦର୍ଶର ଅନୁଭୂତି

ସ୍ମୃତି ପୁଣି କେବେ ଦୂର ଆକାଶର ଚନ୍ଦ୍ରମା ଉଷା ପାହାନ୍ତି।

ସ୍ମୃତି ଅଟେ ଏହି ଆକୁଳ ହୃଦୟ ବିରହ ନିଆଁର ସ୍ଥିତି।.....


Rate this content
Log in