STORYMIRROR

Saroj Kumar Jena

Others

2  

Saroj Kumar Jena

Others

ଶୁଣ ଜଗନ୍ନାଥ

ଶୁଣ ଜଗନ୍ନାଥ

1 min
420

   

ଲାଗିଥିଲେ ସିନା କାଳିଆର ଡୋରି

     ଯାଇଥାନ୍ତି ମୁଁହି ପୁରୀ

ଭକ୍ତ ସାଲବେଗ ଦାସିଆ ବାଉରୀ

   ହେବି ନାହିଁ ତାଙ୍କ ସରି ।୧।

ତଥାପି କାଳିଆ ଡାକୁଛି ତୋତେ ମୁଁ

        ନାଥ ଆହେ ଜଗନ୍ନାଥ

ଦୂରେ ଥାଇ ପ୍ରଭୁ ଡାକୁଛି କାଳିଆ

      ଅଭାବି ସରୋଜ ଭକ୍ତ ।୨।

ଦୁଃଖର ଦୁଃଖକୁ ହରିନିଅ ପ୍ରଭୁ

     ଏତିକି ମିନତି ମୋର

ଗୁଣ୍ଡିଚା ଯାତରେ ସଭିଙ୍କ ଭାଗ୍ୟରୁ

      ଦୁଃଖ କରିଦିଅ ଦୂର ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍