STORYMIRROR

Pabitra Behera

Others

3  

Pabitra Behera

Others

ଶକ୍ତିରୂପା

ଶକ୍ତିରୂପା

1 min
205

ବିସୃଷ୍ଟୋ ସୃଷ୍ଟି ରୂପା ତ୍ଵଂ 

ସ୍ଥିତି ରୂପା ବିଚ୍ ପାଳନେ,

ତଥା ସଂହୃତି ରୂପାନ୍ତେ

ଜଗତୋତସ୍ୟ ଜଗନ୍ମୟୀ ।   


ଯୌବନ ଗୌରବ ସମଧିକ ସୌରଭ

 ଶାଳିନୀ ଶିଶୁ ଶଶି ଭାବେ ।


ଶୋଣିତ ବର୍ଣ୍ଣେ, ଶୋଣିତ ବସନେ 

 ସ୍ତନଯୁଗ ଶୋଣିତ ଧାରେ ।


ଜୟ ଷୋଡ଼ଶୀ ଶଙ୍କରୀ, ଶୁଭଙ୍କରୀ 

ସୁରପୁର କୁସୁମିତ ମାଳେ ।


ବିଧ୍ୱଂହରି ସିଂହାସନଗତ ହରିଧୃତ

ଶବଶିବ ନାଭି ମୃଣାଳେ ।


ନବଶସି ଶଶିରୁଚି,ରୁଚିରେ ଦିକଶୁଚି

ଦଶନେ ଶୁଚିକୁର ଜାଳେ।


ଭୂବନେଶ୍ବରୀ କେଶରୀ ପୃଷ୍ଠେ ମହତୀ 

ଗରିଷ୍ଠେ ନିୟତଂ ନିବସିନ ବାମା ।


ଭୂବନ ମନୋହର,ସମଧିକ ସୁନ୍ଦର 

ସୁଚରିତ ମଧ୍ୟକ୍ଷାମା,ଭାମା ।


ଦେବୀ କାମ,ବିନାଶନ କାରଣ

ମଣିପୂରିତ ଜନକାମା ।


Rate this content
Log in