STORYMIRROR

Saroj Kumar Jena

Others

3  

Saroj Kumar Jena

Others

ଶାରଦୀୟ ଅଭିନନ୍ଦନ

ଶାରଦୀୟ ଅଭିନନ୍ଦନ

1 min
496


କାଶତଣ୍ଡି ଦେଖି ହସୁଛି ଧରିତ୍ରୀ 

   ହୋଇଛି ଆଶ୍ଵିନ ମାସ ,

ବରଷକେ ଥରେ ଆସିିବେ ଜନନୀ 

  ମରତେ କରିବେ ବାସ ।

ବିଜୟା ଦଶମୀ ଦିନ ଟିକୁ ଜାଣ 

  ମାଆଙ୍କୁ କର ପୂଜିତ 

ନୈବେଦ୍ୟ ଦେଇଣ ମାଆଙ୍କ ଚରଣେ

    ଆଶିଷ ପାଅ ଭକତ ।

ବରଦା ମୁଦ୍ରାରୁ ବର ଟିକେ ଝରୁ

   ଭକତ ଶିରରେ ମାଆ ,

ଦୁଃଖିର ଦୁଃଖକୁ ହରି ନେଇ ତୁମ୍ଭେ

   ସଦା ହେଉଥାଅ ସାହା ।



Rate this content
Log in