Saroj Kumar Jena
Others
ଶଙ୍ଖ କ୍ଷେତ୍ର ପୁରୀ ଉତ୍ପତ୍ତି ଯାହାରି
ଦିଏ ସାହିତ୍ୟ ଖବର ,
ସଭିଙ୍କ ଆଦର ଧନ୍ୟର ପାତର
ସିଏ ଆମ ପ୍ରିୟପତ୍ର ।
ଜଗତର ଇଶ ଦିଅହେ ଆଶିଷ
ଆହୁରି ହେଉ ସୁନ୍ଦର ,
ନିତି କେତେ ଏଠି ସାହିତ୍ୟର ଭେଟି
କରୁଛି ସିଏ ପ୍ରସାର ।
ଶୀତଳ ଷଷ୍ଠୀ
ନବ ବର୍ଷ
ସବୁଥିରେ ଗଲି ହ...
କାହାକୁ ନାହିଁ ...
ସାଜିଲି କୁଳ ଦୁ...
ଦର୍ପଣ
ଅନ୍ୟାୟ ଧନ
ଅସତ୍ୟ ପ୍ରେମ
କଳା
ଦେଓଝର