STORYMIRROR

Pratima Ojha

Others

3  

Pratima Ojha

Others

ରାସ୍ତା କ‌ଡ‌ର‌ କ‌ବି

ରାସ୍ତା କ‌ଡ‌ର‌ କ‌ବି

1 min
13.7K



====$$$====

ମ‌ନ‌ ମୋର‌ ଏକ‌ ଭ‌ଙ୍ଗା ଆଇନା

କ୍ଷତ‌ ବିକ୍ଷତ ତା ଛ‌ବି

ହୃଦୟ ମୋର‌ ହା ହା କାର‌

ଭାବ‌ନା ରେ ପ‌ଡେ ଚାବି.

ମୁଁ ରାସ୍ତା କ‌ଡ‌ର‌ କ‌ବି

ଏଡିକି ଅଲୋଡା ଜୀବ‌ନ‌ ମୋହ‌ର‌

ମୋ ପାଇଁ ନ‌ହିଁ ଟାଇମ୍ କାହାର‌

ସ୍ନେହଁ ଟିକେ ହୁଏ ମାଗି

ମୁଁ ରାସ୍ତା ..........

ଆପ‌ଣାର‌ ହେଇ ପାଏ ମୁଁ ଭ‌ଲ‌

କେହି ବୁଝ‌ନ୍ତିନି ମୋ ପ୍ରେମ‌ ମୂଲ

ରାତି ସ‌ରେ ଭାବି ଭାବି

ମୁଁ ଯେ ରାସ୍ତା କ‌ଡ‌ କ‌ବି.

...ପ୍ର‌ତିମା

...


Rate this content
Log in