STORYMIRROR

Pratima Ojha

Others

2  

Pratima Ojha

Others

ବର୍ଷା

ବର୍ଷା

1 min
13.4K



***

ବାହାରେ ବ‌ର୍ଷା

ଭିତ‌ରେ ବ‌ତୁରା ମାଟିର‌ ବାସ୍ନା,

ଧାରା ଶିରାବଣେ ଧ‌ର‌ଣୀ ବ‌କ୍ଷର

ମେଣ୍ଟିଯାଉ ସ‌ବୁ ତୃଷ୍ଣା।

ପ‌ହିଲି ବ‌ର‌ଷା ପ‌ଡୁଛି ଧ‌ରାରେ

ଗୀତ‌ ଗାଏ ମ‌ନ‌ ପ‌କ୍ଷୀ,

ଅଦିନ‌ରେ ଆଜି ଫ‌ଗୁଣ‌ ଯେମିତି

ର‌ଙ୍ଗ ଦେଉଅଛି ମାଖି।


ପ୍ରତିମା


Rate this content
Log in