ପ୍ରତୀକ୍ଷା
ପ୍ରତୀକ୍ଷା
1 min
13.7K
÷÷÷÷÷
ତୁମେ ମନେପଡ
ନିରବ ରାତିରେ
ଝରା ବଉଳର କାକର ଟୋପାରେ
ପୁଣି ରାତିର ତୃତୀୟ ପ୍ରହରରେ
ମୋ କବାଟ ରେ କରାଘାତ
ଲାଗେ ଜେମିତି ତମେ
ଛପି ଛପି ଆସିଚ
କାଳୀଜହ୍ନିଆ ରେ,
ମନରେ ମୋ ଶୀହରଣ ଖେଳିଯାଏ
କିନ୍ତୁ
ତମେ ଯେ ଆସିବନି ଜୀବନରେ ମୋର
ଜାଣିଛି ମୁଁ
ତଥାପି
କାହିଁକି ତମକୁ ପ୍ରତୀକ୍ଷା କରେ
ଜାଣିପାରେ ନାହିଁ ?
ହୁଏତ
ଏ ମନ ଦେଇ ସାରିଲା ପରେ
ଲାଗୁଚି ତମେ ମୋର
ଏକାନ୍ତ ନିଜର.
ପ୍ରତିମା
