STORYMIRROR

Pratima Ojha

Others

2  

Pratima Ojha

Others

ଲୁହ‌

ଲୁହ‌

1 min
13.4K



ସ‌ମ‌ସ୍ତେ ଏଠି ସୁଖ‌ର‌ ସାଥୀ

ଦୁଃଖ ସାଥୀ ଆଖି ଲୁହ‌

ମ‌ନ‌ର‌ ମ‌ଣିଷ ମ‌ନ‌ ନ‌ ବୁଝିଲେ

ଆଉ କେ ବୁଝିବ‌ କୁହ‌

କ‌ବି ପାଇଁ ଏଠି କ‌ବିତା ପ୍ରେମିକା

ମୋ ପ୍ରେମିକା ତ‌ମେ

ତ‌ମ‌ ବିନା ଆଉ କେହି ଆସିବେନି

କାହା କ‌ଥା ଭ‌ବିନି ମ‌ନେ

କ‌ହିଦିଅ ସାଥି କେବେ ଆସିବ‌

ବୁଝିଜାଉ ମୋର‌ ମ‌ନ‌

ପ‌ଳାସ‌ ବ‌ନ‌ରେ ଜ‌ଳାଇବା ନିଁଆ

ସ‌ତ‌ ହୋଇବ‌ ସ‌ପ‌ନ‌.

....ପ୍ର‌ତିମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍