STORYMIRROR

Ranjan kumar Brahma

Others

3  

Ranjan kumar Brahma

Others

ରାଷ୍ଟ୍ରପାଇଁ ପଂକ୍ତିଟିଏ

ରାଷ୍ଟ୍ରପାଇଁ ପଂକ୍ତିଟିଏ

1 min
201

ସୁରାଷ୍ଟ୍ର ଗଠନେ ମୋ ଭୋଟଟି ଲୋଡା

ନ ଦେଇ ତାକୁ ରହିବି କାହିଁ ?

ଅଳିକଲେ ଆଗେ ଗଣତନ୍ତ୍ର ପାଶେ

ମନ ମୋ ପୁଛିବ

ନିଜ ମତ ଦେଇଥିଲୁକି ଯାଇ ?


ଦେଶ ଦୁର୍ବଳ ନୀତି ଦୁର୍ବଳ ତାହା 

ପୁଣି ଆଉ କାହାପାଇଁ ନୁହେଁ ।

ସବୁ ସୁବିଧାରେ ସୁସ୍ଥ ଶରୀରେ

ଚଲାବୁଲା କରି,

ନିଜ ଭୋଟଟିକୁ ଦେଇ ନି ଯିଏ ।


Rate this content
Log in