STORYMIRROR

Ranjan kumar Brahma

Others

3  

Ranjan kumar Brahma

Others

ହ୍ୟାପି ବର୍ଥ ଡେ, ପର୍ଶୁରାମ

ହ୍ୟାପି ବର୍ଥ ଡେ, ପର୍ଶୁରାମ

1 min
196

ତିତିଲି ବତ୍ୟାରେ 

ହଜିଥିଲା ଯାହା

ଫନିରେ ଆଜି ମୁଁ ତାହାକୁ ଖୋଜେ ।

ତ୍ରେତୟାରୁ ଯାହା 

ଏହିଠାରେ ଥିଲା

କାଳେ ମିଳିଯିବ ସ୍ମୃତିର ଆଶେ ।।


ଗଞ୍ଜାମ ଜିଲ୍ଲାର ପାତ୍ରପୁର

ଚିକିଟୀ ତୁମ୍ବା ମହେନ୍ଦ୍ର ଗିର

ତସ୍ୟ ତନୟା ତୀରରେ ବସି ।

ନିର୍ଣିତକରେ ଆସ୍ଥାନ ତାର

ସରିତ୍ ଶୈଳ ପଦଚିହ୍ନର 

ଜନଶ୍ରୁତିରେ ଜୟନ୍ତୀ ପାଳେ ଏଠି ।



Rate this content
Log in