STORYMIRROR

Laxminarayan Pattanaik

Others

2  

Laxminarayan Pattanaik

Others

ପ୍ରଗତିର ଚିତ୍କାର..

ପ୍ରଗତିର ଚିତ୍କାର..

1 min
3.1K


ଖୁବ ବିକଳ ଚାହାଣୀରେ,

ସେ ଚାହୁଁଥିଲା ମତେ,

କିଛି କହୁଥିଲା ସତେ,

ମୁଁ ପଢି ପାରୁଥିଲି,

ତା ପେଟରେ ପେଟେ ଭୋକ,

ଆଖିରେ ଆଖିଏ ଶୋକ,

ହେଲେ,

ନଥିଲା ବି କା ପାଖେ ସମୟ,

ଶୁଣିବାକୁ ତା କରୁଣ କାହାଣୀ,

ଫିକା ଲାଗୁଥିଲା ଦୁନିଆଁର ଚାହାଣି,

ନଥିଲା ବି ଟିକେ ସମବେଦନାର ସ୍ଵର,

ଶୁଭୁ ନଥିଲା କାହାକୁ ତା ବିକଳ ଚିତ୍କାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍