Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Others

3  

Saroj Kumar Jena

Others

ପ୍ରଭୁ ନୀଳକଣ୍ଠେଶ୍ଵର

ପ୍ରଭୁ ନୀଳକଣ୍ଠେଶ୍ଵର

1 min
214



   ( ବଙ୍ଗଳା ଶ୍ରୀ ରେ ରଚିତ )


ସାଗର ମନ୍ଥନ ହେଲା ସମାପନ 

   ଗରଳ ହେଲା ଉତ୍ପନ୍ନ ,

କରିବାକୁ ପାନ ସର୍ବ ଦେବ ଗଣ 

   ଥିଲେ ପରା ଚିନ୍ତା ମଗ୍ନ ।୧।

ଗରଳକୁ ପାନ କରି ତ୍ରିଲୋଚନ 

  ଦେବ ଚିନ୍ତା କଲ ଦୂର ,

ଏ ସାରା ସଂସାର ନାମଟି ତୁମର 

   ଦେଲା ନୀଳକଣ୍ଠେଶ୍ଵର ।୨।

ଗଳାରେ ତୁମର ବାସୁକି ଚିକୁର 

  ମସ୍ତକରେ ଗଙ୍ଗା ଝର ,

ଶିରେ ଅର୍ଦ୍ଧ ଚାନ୍ଦ ଆହା କି ଆନନ୍ଦ 

  ଶୋଭା ଦିଶେ ମହେଶ୍ୱର ।୩।

ବୃଷଭ ବାହନ କରି ଆରୋହଣ 

    ବ୍ରହ୍ମାଣ୍ଡ କର ଭ୍ରମଣ ,

ବିଭୂତି ଲେପନ କରିବାକୁ ଜାଣ 

    ନିଇତି ଯାଅ ଶ୍ମଶାନ ।୪।          


   


   





Rate this content
Log in