Saroj Kumar Jena
Others
ସରିଲେ ରଜନୀ ଆସେ ତୁନି ତିନି
ନାମ ମୋ ଅଟେ ପ୍ରଭାତ ,
ଜଗତର ଜନ କରନ୍ତି ଦର୍ଶନ
ସଦା ଚାହେଁ ତାଙ୍କ ହିତ ।
ଏ ସାରା ସଂସାର ଚାହେଁ ନିରନ୍ତର
କରିବେ ମୋର ଦର୍ଶନ ,
ଆସେ ଧିରେ ଧୀରେ ରୁହନ୍ତି ସାଥିରେ
ଧର୍ମ ଦେବ ଅଂଶୁମାନ ।।
ଶୀତଳ ଷଷ୍ଠୀ
ନବ ବର୍ଷ
ସବୁଥିରେ ଗଲି ହ...
କାହାକୁ ନାହିଁ ...
ସାଜିଲି କୁଳ ଦୁ...
ଦର୍ପଣ
ଅନ୍ୟାୟ ଧନ
ଅସତ୍ୟ ପ୍ରେମ
କଳା
ଦେଓଝର