Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Saroj Kumar Jena

Others


2  

Saroj Kumar Jena

Others


ମୁଁ ଅଟେ ପ୍ରଭାତ

ମୁଁ ଅଟେ ପ୍ରଭାତ

1 min 112 1 min 112

      

ସରିଲେ ରଜନୀ ଆସେ ତୁନି ତିନି 

   ନାମ ମୋ ଅଟେ ପ୍ରଭାତ ,

ଜଗତର ଜନ କରନ୍ତି ଦର୍ଶନ 

  ସଦା ଚାହେଁ ତାଙ୍କ ହିତ ।

ଏ ସାରା ସଂସାର ଚାହେଁ ନିରନ୍ତର 

   କରିବେ ମୋର ଦର୍ଶନ ,

ଆସେ ଧିରେ ଧୀରେ ରୁହନ୍ତି ସାଥିରେ 

   ଧର୍ମ ଦେବ ଅଂଶୁମାନ ।।


Rate this content
Log in