ମୋ ପ୍ରିୟା (ଭାଗ ୯୮)
ମୋ ପ୍ରିୟା (ଭାଗ ୯୮)
1 min
242
ରଙ୍ଗ ଖେଳ ବେଳେ ହସୁକୁରି ପ୍ରିୟା ଝୁଙ୍କି ପଡିଲା ଶରୀରେ
ତା ପାପୁଲି ସ୍ପର୍ଶ ମୋ ଛାତିରେ ପଡି ରକତ ଗରମ କରେ!
ବାହୁ ବନ୍ଧନକୁ ଚାଲିଆ ଅଳସୀ ଆଖିରେ ଦେଲି ଇଶାରା
ତା ଗୋରା ବଦନ ରଙ୍ଗେଇ ଆସିଲା ନଥିଲା ଜମାରୁ ଖରା?
____+_+____________+
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ
