STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

ମୋ ପ୍ରିୟା-ଭାଗ ୧୦୬

ମୋ ପ୍ରିୟା-ଭାଗ ୧୦୬

1 min
553




ମୋ ପ୍ରିୟା କଜ୍ଜ୍ବଳ ତା କେଶ ଉଜ୍ଜଳ ବାଇଆ କଲା ଟୋକାଙ୍କୁ


ମୋ ହାତକୁ ଧରି ଗାଁ ଦାଣ୍ଡରେ ଚାଲି ପ୍ରମାଣ ଦେଲା ତାହାଙ୍କୁ


ତାର ଏହି ଧାରା ଦେଖି ସର୍ବହରା ମୁହଁକୁ ଲୁଚାଇଥିଲେ


ମଂଗଳ କାମନା କରି ସେହିମାନେ କୁଞବନ ସଜାଇଲେ


---------------------------


ମାନସ ରଞ୍ଜନ ପଟ୍ଟନାୟକ


ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍