STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

ମୋ ପ୍ରିୟା (ଭାଗ ୧୦୫)

ମୋ ପ୍ରିୟା (ଭାଗ ୧୦୫)

1 min
274




ମୋ ମାଆ କାହିଁକି ଖୁସି ହୋଇଯାଏ ପ୍ରିୟା ଯେବେ ଘରେ ପଶେ


ନାନା ରକମର ପିଠା ବାଢିଦେଇ ତା ପାଖେ ଘଡିଏ ବସେ


ସେ ସମୟ ଆଜି ଅତୀତ ହୋଇଲା ରଙ୍ଗମଂଚ ଭାଙ୍ଗିଗଲା


ମୋ ଭୁଲାପଣରେ ଭୁଲିଯାଇ ମତେ ତା ସଂସାର ଗଢ଼ିନେଲା

****************---------

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍