STORYMIRROR

ରଶ୍ମି ମଲ୍ଲିକ

Others

3  

ରଶ୍ମି ମଲ୍ଲିକ

Others

ଲଙ୍ଗଳା ବାବାଜୀ

ଲଙ୍ଗଳା ବାବାଜୀ

1 min
250


କେତେଥର କହିଛି

ତୋ ଭାଗର ଯେତେକ ଲୁହ ସବୁ ମୋର

ଆଉ ମୋ ଭାଗର ଯେତେକ ସୁଖ ତୋର ,

ସେଥିପାଇଁ ବୋଧେ

ଆଉ କାହା ବାହୁରେ ହସୁଚୁ ତୁ ଆଜି

ଏ ଦୁଆର ସେ ଦୁଆର ଖୋଜି ବୁଲୁଚିଲୋ ତତେ

ହେଇ ଲଙ୍ଗଳା ବାବାଜୀ ।।


ରଶ୍ମି ମଲ୍ଲିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍