Satyaprakash Sethy, M. A(UGC NET)
Others
କଜଳ ପାତିଆ ଭଦ୍ରଲୋକ ପରା
ତେର ଘର ଦେବେ ଭାଙ୍ଗି
ଏ ଘର ମାଉସୀ ସେ ଘର ପିଉସୀ
କାନେ ଦେବେ ମନ୍ତ୍ର ଫୁଙ୍କି।।
ଯେଉଁଠି ଚାଲଇ ପକ୍ଷପାତି ନ୍ୟାୟ
ବିଚାର ବ୍ୟବସ୍ଥା ନାହିଁ
କୂଟକପଟିଆ ମତଲବିବାଜ
ସ୍ରୁଷ୍ଟି ସାର ହେବେ କାହିଁ।।
ପ୍ରେମ ବାରି ଧା...
ଖରାବେଳ
ବିଶ୍ବାସଟି ତୁମ...
ଦୁର୍ବାଦଳ
ମରମ ବେଦନା
ଯାହାକୁ ଜୀବନେ ...
ଆଖଣ୍ଡଳମଣି
ମହିମା
ପ୍ରଣାମୀ
ଫଳନ୍ତି - ଅଫଳନ...