STORYMIRROR

Satyaprakash Sethy, M. A(UGC NET)

Children Stories

3  

Satyaprakash Sethy, M. A(UGC NET)

Children Stories

କଇଁଛ ଓ ଠେକୁଆ

କଇଁଛ ଓ ଠେକୁଆ

1 min
152

କଇଁଛ ଲକ୍ଷଣ ନିରବଚ୍ଛିନ୍ନ ତ

 ଧୈର୍ଯ୍ୟ ସହକାରେ ଗତି

ଠେକୁଆଟା ପରା ଭାରି ଅଳସୁଆ

ଘଡିକେ ବିରାମ ମତି।।

ପରିଶ୍ରମ ଫଳ ବେକାର ଯାଏନି

ଶ୍ରମେ ଲଭେ ସିଂହାସନ 

ଅଳସୁଆଙ୍କର ବାରବାଟୀ ଚାଷ

ଫଳିଲା ବେଳକୁ ଶୂନ।।


Rate this content
Log in