STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ ୪୨)

କାଳିଆ ସାଆନ୍ତ (ଭାଗ ୪୨)

1 min
251




ଦାସିଆ ଭାବିଲା ଦିନେ ନଡିଆଟେ ଦେବି


କାଣି କଉଡିଟେ ନାହିଁ' କିପରି ମୁଁ ଯିବି?


ପଂଚାନନ ଗୋସେଇଁଙ୍କୁ ଯାଇ ସେ କହିଲା


କାଳିଆ ସାଆନ୍ତ ପାଇଁ ଶ୍ରୀଫଳ ଯେ ଦେଲା


ଗରୁଡ ସ୍ତମ୍ବ ପଛରେ ଗୋସେଇଁ ରହିଲେ


ମହାଭୂଜ ଲମ୍ବିଆସି ନଡିଆକୁ ନେଲେ


********

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

ସାକ୍ଷିଗୋପାଳ ପୁରୀ

+++++++++++++++++


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍