STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ ୨୬)

କାଳିଆ ସାଆନ୍ତ (ଭାଗ ୨୬)

1 min
233





ତା ମହିମା ଗାଇବାକୁ ଶକ୍ତି ମୋର କାହିଁ

ପାଗଳା ବାଇଆ ସାଜି ରହିଅଛି ଚାହିଁ

କେଉଁ ଭାବେ ଜପତପ କରିବି ଗୋସେଇଁ

ସକଳ ପ୍ରାଣୀଙ୍କ ଘଟ ଅଟେ ପରା ସେହି!

ଭାଇ ବନ୍ଧୁ ସହୋଦର ପାଖେ କେହି ନାହିଁ

ମୋ କାଳିଆ ସାଆନ୍ତକୁ କହିବ କି କେହି?


**********************


ମାନସ ରଞ୍ଜନ ପଟ୍ଟନାୟକ


ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍